ଗଞ୍ଜେଇ ମାଫିଆଙ୍କ ଘରେ ପୁଲିସ ଚଢ଼ଉ : ନଗଦ ୨୦ ଲକ୍ଷ ୫୦ ହଜାର ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳୀ ଗ୍ରାମର ଅନ୍ତର୍ଦେଶୀୟ କୁଖ୍ୟାତ ଗଞ୍ଜେଇ ମାଫିଆ ଚିତ୍ତ ରଞ୍ଜନ ସାହୁ(୪୧) ଓରଫ ପିଣ୍ଟୁଙ୍କ ଘରେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁଲିସ ଚଢ଼ାଉ କରିଛି। ଭୋର ୩ ଟାରୁ ତହସିଲଦାର ଡାନିଏଲ ଏକ୍କା ଉପସ୍ଥିତିରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା, ଆଇଆଇସି ଧିରେନ୍ଦ୍ର ବେହେରା ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ଉରେ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା ଜବତ … Continue reading ଗଞ୍ଜେଇ ମାଫିଆଙ୍କ ଘରେ ପୁଲିସ ଚଢ଼ଉ : ନଗଦ ୨୦ ଲକ୍ଷ ୫୦ ହଜାର ଜବତ